Odiapua.com

ଆଜି ସମ୍ବଲପୁରରେ ୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ସମ୍ବଲପୁର ୧୬-୭ (ଓଡ଼ିଆ ପୁଅ) ଆଜି ସମ୍ବଲପୁରରେ ୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ଆଜିର ଚିହ୍ନଟ ଆକ୍ରାନ୍ତମାନେ ହେଲେ
୧- ୨୮ ବର୍ଷ ପୁରୁଷ।
୨- ୩୭ ବର୍ଷ ମହିଳା।
୩- ୩୦ ବର୍ଷ ପୁରୁଷ।
୪- ୩୫ ବର୍ଷ ମହିଳା।
ସେମାନେ ସମସ୍ତେ କୋଭିଡ ୱାରିୟର୍ସ, ବୁର୍ଲା VIMSAR ରେ କାର୍ଯ୍ୟ କରୁଥିଲେ।

ସମସ୍ତଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। କଣ୍ଟାକ୍ଟ ଟ୍ରେସିଂ ଚାଲିଛି।