Odiapua.com

ଦେଶରେ ହଜାର ୨୮,୪୯୮ ନୂଆ କରୋନା ଆକ୍ରାନ୍ତ, ୫୫୩ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୨୩,୭୨୭

ନୂଆ ଦିଲ୍ଲୀ ୧୪-୭ (ଓଡ଼ିଆ ପୁଅ) ଆଜିବି ଦେଶରେ ୨୮,୪୯୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୫୫୩ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯,୦୬,୭୫୨ କୁ ବୃଦ୍ଧି ପାଇଛି ଏବଂ ୩,୧୧,୫୬୫ ଜଣ ସକ୍ରୀୟ ଆକ୍ରାନ୍ତ ଥିବା ବେଳେ ୫,୭୧,୪୬୦ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୨୩,୭୨୭ କୁ ବୃଦ୍ଧି ପାଇଛି।

ଆରୋଗ୍ୟହାର ୬୩.୦୨% କୁ ବୃଦ୍ଧି ପାଇଛି। ଆରୋଗ୍ୟ/ ମୃତ୍ୟୁ ଅନୁପାତ ୯୬.୦୧% : ୩.୯୯%।