କରୋନା ପ୍ରଭାବ; ବଦଳିଯିବ ଜୀବନଚର୍ଯ୍ୟା: ଜାଣନ୍ତୁ କିପରି ରହିବ ନୂଆ ଯାତାୟତ ବ୍ୟବସ୍ଥା ..

ନୂଆଦିଲ୍ଲୀ: କରୋନା ଭାଇରସର ପ୍ରଭାବ ଦୀର୍ଘ ସମୟ ଯାଏଁ ଦେଖିବାକୁ ମିଳିବ। କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଅନ୍ୟାନ୍ୟ କେତେକ ବିଶେଷଜ୍ଞ କହିଛନ୍ତି ଯେ ବର୍ତ୍ତମାନ ଆମକୁ କରୋନା ସହ ବଞ୍ଚି ରହିବାକୁ ଅଭ୍ୟସ୍ତ ହେବାକୁ ପଡ଼ିବ। ଏହା ଭିତରେ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଦ୍ୟମାନ ପରିବହନ ବ୍ୟବସ୍ଥାକୁ ବଦଳାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଯେଉଁ ନୂଆ ପରିବହନ ବ୍ୟବସ୍ଥା କଥା କୁହାଯାଉଛି, ତାହାର ରୂପରେଖ ୟୁରୋପ … Continue reading କରୋନା ପ୍ରଭାବ; ବଦଳିଯିବ ଜୀବନଚର୍ଯ୍ୟା: ଜାଣନ୍ତୁ କିପରି ରହିବ ନୂଆ ଯାତାୟତ ବ୍ୟବସ୍ଥା ..