ପଦାରେ ପଡ଼ିଲା ବିଜେପିର ଗୋଷ୍ଠୀ କନ୍ଦଳ: ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ହଙ୍ଗମା; ପ୍ରକାଶ ମିଶ୍ର ହେଲେ ଅପମାନିତ, ନାଟର ଗୋବର୍ଦ୍ଧନ କିଏ?

କଟକ: “ସଙ୍ଗଠନ ପର୍ବ” ପାଳନ କରି ବିଜେପି ଆରମ୍ଭ କରିଛି “ସଦସ୍ୟତା ଅଭିଯାନ”।ଜୁଲାଇ ୬ ତାରିଖରୁ ଏହି “ସଦସ୍ୟତା ଅଭିଯାନ” ଦେଶବ୍ୟାପୀ ଆରମ୍ଭ ହୋଇଛି।ତଦ୍ଅନୁଯାୟୀ କଟକ ବିଜେପି ପକ୍ଷରୁ ୭ ତାରିଖରେ ଟାଉନ ହଲରେ ହେବାର ଥିଲା “ସଦସ୍ୟତା ଅଭିଯାନ” କାର୍ଯ୍ୟକ୍ରମ।ସମସ୍ତେ ପହଞ୍ଚି ବି ଯାଇଥିଲେ।କିନ୍ତୁ ସେଠି ଏପରି ହଙ୍ଗାମା ହେଲା, ଯେ ବରିଷ୍ଠ ନେତାମାନେ ଯିଏ ଜୁଆଡ଼େ ପଳାଇଲେ।ମହିଳା କାର୍ଯ୍ୟକର୍ତ୍ତା ତରବରିଆ ହୋଇ ସେଠାରୁ ଚାଲି ଯାଉଥିଲା ବେଳେ କହୁଥିଲେ, “ଲାଜ ଲାଗୁନି ତମକୁ, ବିଷ … Continue reading ପଦାରେ ପଡ଼ିଲା ବିଜେପିର ଗୋଷ୍ଠୀ କନ୍ଦଳ: ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ହଙ୍ଗମା; ପ୍ରକାଶ ମିଶ୍ର ହେଲେ ଅପମାନିତ, ନାଟର ଗୋବର୍ଦ୍ଧନ କିଏ?