ବିଡିଓଙ୍କ ବିବାଦୀୟ ଭିଡିଓ: ଗୋପ ବିଡିଓଙ୍କୁ ନେଇ ବିଜେଡି-ବିଜେପି ପଲ୍ଟିକ୍ସ୍

ଭୁବନେଶ୍ୱର: ପୁରୀ ଜିଲ୍ଲା ଗୋପ ବିଡିଓ ଏବେ ବିବାଦ ଘେରରେ। ବିଡିଓ ଦୀପ୍ତିରାଣୀ ଦାସଙ୍କୁ ନେଇ ନିମାପଡ଼ା – ଗୋପରେ ଚାଲିଛି ଜବରଦସ୍ତ ପଲ୍ଟିକ୍ସ୍। ବିରୋଧୀ ବିଜେପି ବିଡିଓଙ୍କ ବଦଳି ଦାବୀରେ ଆନ୍ଦୋଳନ କରୁଥିବା ବେଳେ ଶାସକ ବିଜେଡି ବିଡିଓଙ୍କ ବଦଳି ପ୍ରତ୍ୟାହାର ଦାବୀରେ କରୁଛି ରାଲି। ସୂଚନାଯୋଗ୍ୟ ଯେ ଗୋପ ବ୍ଲକ ନିମାପଡ଼ା ସ୍ଥିତ ଆକ୍ସିସ୍‌ ବ୍ୟାଙ୍କ ବ୍ଲକ୍‌ ଆକାଉଣ୍ଟରୁ ଗୋଟିଏ ଦିନରେ ୧.୫ କୋଟି ଟଙ୍କା ଉଠାଇଥିବା ଅଭିଯୋଗ ହୋଇଥିଲା। ଅଡିଟ୍‌ ବେଳେ ଏହା … Continue reading ବିଡିଓଙ୍କ ବିବାଦୀୟ ଭିଡିଓ: ଗୋପ ବିଡିଓଙ୍କୁ ନେଇ ବିଜେଡି-ବିଜେପି ପଲ୍ଟିକ୍ସ୍