Odiapua.com

ଶପଥ ଗ୍ରହଣ ପୂର୍ବରୁ, ଓଡ଼ିଶା ମାଟିର ଝିଅ ତଥା ନିର୍ବାଚିତ ରାଷ୍ଟ୍ରପତି, ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ଏବଂ ବିଜେଡ଼ିର ସାଂସଦ

ନୂଆ ଦିଲ୍ଲୀ ୨୫-୭ (ଓଡ଼ିଆ ପୁଅ) ଶପଥ ଗ୍ରହଣ ପୂର୍ବରୁ ଓଡ଼ିଶା ମାଟିର ଝିଅ ନିର୍ବାଚିତ ରାଷ୍ଟ୍ରପତି, ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡ଼ିର ସାଂସଦମାନେ। ଆଜି ଶପଥ ଗ୍ରହଣ ଉତ୍ସବରେ ସମସ୍ତେ ସାମିଲ ହେବେ।
ରାଷ୍ଟ୍ରପତି ନିର୍ବାଚନରେ ଜବରଦସ୍ତ ବିଜୟ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଶପଥ ଗ୍ରହଣ ସମାରୋହ ପୂର୍ବରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।