ଚିତ୍ତ ରଞ୍ଜନ ତ୍ରିପାଠୀ ହେଲେ କେଶରୀୟା ହିନ୍ଦୁ ପରିଷଦ ରାଜ୍ୟ ସମ୍ପାଦକ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଞ୍ଚଳର ବିଜେପି ଯୁବ ନେତା ଚିତ୍ତରଞ୍ଜନ ବୁଲୁ ତ୍ରିପାଠୀ କେଶରୀୟା ହିନ୍ଦୁ ପରିଷଦର ରାଜ୍ୟ ସମ୍ପାଦକ ଭାବରେ ଦାୟିତ୍ୱ ପାଇଛନ୍ତି। ଭୁବନେଶ୍ୱର ସ୍ଥିତ ହୋଟେଲ୍ ଆତିଥ୍ୟରେ କେଶରୀୟା ହିନ୍ଦୁ ପରିଷଦର ସାଙ୍ଗଠନିକ ବୈଠକରେ ପରିଷଦର ସଂସ୍ଥାପକ ଜ୍ଞାନ ରଞ୍ଜନ ଜେନା ଏହା ଘୋଷଣା କରିଛନ୍ତି। ଏହା ସହ କେଶରୀୟା ହିନ୍ଦୁ ପରିଷଦର ପରିବର୍ଦ୍ଧିତ ରାଜ୍ୟ କମିଟି, ମହିଳା ବାହିନୀ କମିଟି ଏବଂ ଯୁବା ବାହିନୀ କମିଟି ଘୋଷଣା ହୋଇଛି। ଛାତ୍ର ରାଜନୀତିରେ … Continue reading ଚିତ୍ତ ରଞ୍ଜନ ତ୍ରିପାଠୀ ହେଲେ କେଶରୀୟା ହିନ୍ଦୁ ପରିଷଦ ରାଜ୍ୟ ସମ୍ପାଦକ