Odiapua.com

ଦିଲ୍ଲୀରେ ସ୍କୁଲ ଗୁଡ଼ିକ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ – ଉପମୁଖ୍ୟମନ୍ତ୍ରୀ

ନୂଆ ଦିଲ୍ଲୀ ୨୬-୬ (ଓଡ଼ିଆ ପୁଅ) ଦିଲ୍ଲୀର ସ୍କୁଲଗୁଡ଼ିକ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଘୋଷଣା କରିଛନ୍ତି।
ଜାତୀୟ ରାଜଧାନୀରେ ବଢ଼ୁଥିବା କରୋନାଭାଇରସ୍ ମାମଲାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।