ମୁମ୍ବାଇ:”ଆଣ୍ଡ” ଟିଭିରେ ପ୍ରସାରିତ ବଢ଼ୋ ବୋହୁ ସିରିଏଲରେ ଆପଣ ବୋହୁ କୋମଲଙ୍କୁ ଦେଖିଥିବେ।ରିତେଶା ରାଥୋଡ଼ ଏହି ଭୂମିକାରେ ଅଭିନୟ କରିଛନ୍ତି।”ଆଣ୍ଡ” ଟିଭିର ଏହି ସିରିଏଲ ବଢ଼ୋ ବୋହୁ ଏବଂ କୋମଲ ଚରିତ୍ରରେ ରିତେଶା ଅନେକ ଦର୍ଶକଙ୍କ ଖୁବ୍ ପସନ୍ଦ।ଏଥିରେ ସେ ଏକ ଗୋଲଗାଲ, ମୋଟୀ ବୋହୂର ଭୂମିକାରେ ଅଛନ୍ତି।କିନ୍ତୁ ମୋଟୀ ବୋହୁ ଅବତାରର ଏହି ଆକ୍ଟର ରିତେଶାଙ୍କର ମଧ୍ୟ ଏକ ବୋଲ୍ଡ ଅବତାର ରହିଛି।ଇଣ୍ଟରନେଟରେ ତାଙ୍କର ଏହି ବୋଲ୍ଡ ଅବତାର ଫଟୋ ଖୁବ୍ ଭାଇରାଲ ହେଉଛି।ରିତେଶା ତାଙ୍କ ଇଂଷ୍ଟାଗ୍ରାମରେ ନିଜେ ଏହାକୁ ପୋଷ୍ଟ କରିଛନ୍ତି।