ଓଡ଼ିଶାକୁ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ି ତୋଳିବାର ସଂକଳ୍ପ ନେଇ ଆସିଛି:ଅପରାଜିତା

★ବିକାଶ ଏବଂ ପ୍ରଗତି ଏଠି ପଥଚ୍ୟୁତ ହୋଇ ଯାଇଛି ★ପରିବର୍ତ୍ତନର ସମୟ ଆସି ଯାଇଛି ★ଓଡ଼ିଶାରେ କେବଳ ବିଜେପି ହିଁ ଶାସନିକ ବିକଳ୍ପ ଦେଇ ପାରିବ ଭୁବନେଶ୍ୱର:ଅପରାଜିତା ଷଡ଼ଙ୍ଗୀ ବିଜେପିରେ ସାମିଲ ହେବା ପରେ ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଦଳ ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଅବସରରେ କହିଥିଲେ,ଓଡ଼ିଶାରେ ପରିବର୍ତ୍ତନ ଅବଶ୍ୟମ୍ଭାବୀ।ଅନେକ ଯୋଗ୍ୟ,ପ୍ରଭାବୀ ବ୍ୟକ୍ତି ଏବେ ବିଜେପିକୁ ଆସୁଛନ୍ତି।ସେଇଭଳିଆ,ଏବେ ଟିକେ ଡେରି ହେଲା କାରଣ ଅପରାଜିତାଙ୍କ ସ୍ୱେଚ୍ଛାକୃତ ଅବସର ଆବେଦନ … Continue reading ଓଡ଼ିଶାକୁ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ି ତୋଳିବାର ସଂକଳ୍ପ ନେଇ ଆସିଛି:ଅପରାଜିତା