ବିଜେପି ନେତାଙ୍କ ବିଜଲି ବାଲି ଡ୍ୟାନ୍ସ; ଏହା କ’ଣ ବିଜେପିର ଜଗନ୍ନାଥ ଭକ୍ତି?

ଭୁବନେଶ୍ୱର: ହିନ୍ଦୁ ଧର୍ମ, ସଂସ୍କୃତିର ଠେକା ଯେପରି କେବଳ ବିଜେପି ନେଇଛି, ସେପରି ସେମାନେ ସବୁବେଳେ ଦେଖାଇ ଆସିଛନ୍ତି।କେଉଁଠି କିଏ ରାମଙ୍କୁ ଅପମାନ କରିଦେଲା, ଜଗନ୍ନାଥ, ଦୁର୍ଗାଙ୍କୁ ଅପମାନ କଲା କହି ଏମାନେ ପ୍ରତିବାଦ, ଆନ୍ଦୋଳନ, ରାଜନୀତି କରିଥାଆନ୍ତି।କିନ୍ତୁ ଅନ୍ୟକୁ ଧର୍ମ, ସଂସ୍କୃତିର ରକ୍ଷା କରିବାକୁ ଉପଦେଶ ଦେଉଥିବା ବିଜେପି ନେତାମାନେ ବାସ୍ତବରେ ନିଜେ କେତେ ସଂସ୍କାରିତ ଏବଂ ଧର୍ମକୁ ସମ୍ମାନ ଦିଅନ୍ତି, ତାହା ଏକ ଭିଡିଓରୁ ଜଣାପଡ଼ୁଛି। ବିଜେପି କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ … Continue reading ବିଜେପି ନେତାଙ୍କ ବିଜଲି ବାଲି ଡ୍ୟାନ୍ସ; ଏହା କ’ଣ ବିଜେପିର ଜଗନ୍ନାଥ ଭକ୍ତି?