ବିଜେଡି ବିଧାୟକଙ୍କୁ ବିଜେପି ଦବଙ୍ଗ୍ ନେତ୍ରୀଙ୍କ ଚେତାବନୀ: ଘରୁ ଭିଡ଼ି ଆଣି …

ଭୁବନେଶ୍ୱର/ପୁରୀ: କରୋନା ସମୟରେ କେନ୍ଦ୍ର ସରକାର ଦେଇଥିବା ସହାୟତା, ୮ ମାସର ମାଗଣା ଚାଉଳ, ଡାଲି ଓ କିରୋସିନୀ ଆଦି ହଡ଼ପ, ଫନି ସହାୟତା ରାଶି ପ୍ରଦାନରେ ଅନିୟମିତତା, ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି ପ୍ରତିବାଦରେ ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣାସ ବ୍ଲକ୍ ଘେରାଉ କରିଥିଲା ଭାରତୀୟ ଜନତା ପାର୍ଟି। ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଓମ ପ୍ରକାଶ ମିଶ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, … Continue reading ବିଜେଡି ବିଧାୟକଙ୍କୁ ବିଜେପି ଦବଙ୍ଗ୍ ନେତ୍ରୀଙ୍କ ଚେତାବନୀ: ଘରୁ ଭିଡ଼ି ଆଣି …