ବିଜେପି ଏବଂ ଅପରାଜିତା : ଉଭୟଙ୍କୁ ଉଭୟଙ୍କର ଆବଶ୍ୟକ – ଏକ ବିଶ୍ଳେଷଣ

ଭୁବନେଶ୍ୱର:ବିଜେପିକୁ ଅପରାଜିତା ଏବଂ ଅପରାଜିତାଙ୍କୁ ବିଜେପି,ଉଭୟଙ୍କୁ ଉଭୟଙ୍କର ଆବଶ୍ୟକତା ରହିଛି।ବିଜେପି ଯଦି ଓଡ଼ିଶାରେ ନିଜ ମିଶନ ଉଦ୍ଦେଶ୍ୟରେ ଅଛି,ତେବେ ବିଜେପିକୁ ଅପରାଜିତା ଷଡ଼ଙ୍ଗୀଙ୍କ ପରି ଚେହେରାର ଆବଶ୍ୟକତା ରହିଛି।ଠିକ୍ ସେହିପରି ଅପରାଜିତାଙ୍କର ଯେଉଁ ଅଭିଳାଷ ରହିଛି ତାଙ୍କୁ ବିଜେପି ପରି ହିଁ ଏକ ପ୍ଲାଟଫର୍ମର ଆବଶ୍ୟକତା ରହିଛି। କଂଗ୍ରେସକୁ ମୂଳ ଶତୃ ଭାବରେ ବିବେଚନା କରି ବିଜେପି ଓଡ଼ିଶାରେ ନବୀନ/ବିଜେଡି ପ୍ରତି କୋହଳ ମନୋଭାବ ପୋଷଣ କରି ଆସିଛି।ବିଜେପି, ବିଜେଡି ସହ ହିଁ ମେଣ୍ଟ କରି ଓଡ଼ିଶାରୁ … Continue reading ବିଜେପି ଏବଂ ଅପରାଜିତା : ଉଭୟଙ୍କୁ ଉଭୟଙ୍କର ଆବଶ୍ୟକ – ଏକ ବିଶ୍ଳେଷଣ