ପ୍ରତାପ ଷଡ଼ଙ୍ଗୀଙ୍କ ଅଫିସରେ ବିଜୁ ବାବୁ! ହାଇଜାକ୍ ହେଇଯିବେ କି?

ଭୁବନେଶ୍ୱର:ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ କେନ୍ଦ୍ରମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି।ତାଙ୍କୁ ଲଘୁ, କ୍ଷୁଦ୍ର ଏବଂ ମଧ୍ୟ ଉଦ୍ୟୋଗ ଏବଂ ପଶୁପାଳନ, ଦୁଗ୍ଧ ଉତ୍ପାଦନ ଏବଂ ମତ୍ସ୍ୟ ପାଳନ ରାଷ୍ଟ୍ରମନ୍ତ୍ରୀ ରାଷ୍ଟ୍ର ମନ୍ତ୍ରୀ ଦାୟିତ୍ୱ ମିଳିଛି।ପ୍ରତାପ କାର୍ଯ୍ୟାଳୟକୁ ଯାଇ ଦାୟିତ୍ୱ ନେବା ସହ ବିଭାଗୀୟ ଅଧିକାରୀଙ୍କ ସହ ବୈଠକ ମଧ୍ୟ କରିଛନ୍ତି।ତେବେ ଏଠାରେ ଏକ ଉଲ୍ଲେଖନୀୟ ଘଟଣା ଲକ୍ଷ କରାଯାଇଛି।ପ୍ରତାପ ଷଡ଼ଙ୍ଗୀଙ୍କ କାର୍ଯ୍ୟାଳୟରେ ଓଡ଼ିଶାର ବରପୁତ୍ର ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଫଟୋ ଟଙ୍ଗା ଯାଇଥିବା ଦେଖିବାକୁ ମିଳିଛି।ଯେଉଁ ବିଜୁ … Continue reading ପ୍ରତାପ ଷଡ଼ଙ୍ଗୀଙ୍କ ଅଫିସରେ ବିଜୁ ବାବୁ! ହାଇଜାକ୍ ହେଇଯିବେ କି?