Odiapua.com

ଭଦ୍ରକ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ଟିମ୍ ଗଠିତ ..

ଭଦ୍ରକ: ଭଦ୍ରକ ଜିଲ୍ଲା ବିଜେପି ସଭାପତି ହେମନ୍ତ କୁମାର ପାଢ଼ୀ ଏବଂ ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିସ ଆଚାର୍ଯ୍ୟଙ୍କ ଅନୁମୋଦନ କ୍ରମେ ଭଦ୍ରକ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିକାଶ ଶ୍ରେଷ୍ଠା ଭଦ୍ରକ ଜିଲ୍ଲା ଯୁବ ମୋର୍ଚ୍ଚା ଟିମ୍ ଘୋଷଣା କରିଛନ୍ତି। ଉପସଭାପତି ଭାବେ ରାଜୀବ ନାୟକ, ବୃଷଭାନୁ ସାହୁ, ଚନ୍ଦନ ରାଉତ ଏବଂ ଦାନବୀର ବାରିକ, ସାଧାରଣ ସମ୍ପାଦକ ଭାବରେ ଭାଗିରଥି ମହାକୁଡ଼ ଏବଂ ଶଶାଙ୍କ ଶେଖର ଦାସ, ସମ୍ପାଦକ ଭାବରେ ସୁରଜ ସାହୁ, ଭବେନ୍ଦ୍ର ସାହୁ, ଶୁଭେନ୍ଦୁ ମହାପାତ୍ର, ସ୍ମୃତି ରଞ୍ଜନ ନାୟକ ଏବଂ କୋଷାଧ୍ୟକ୍ଷ ଭାବରେ ପୁଷ୍ପକାନ୍ତ ସାହୁଙ୍କ ନାମ ଘୋଷଣା ହୋଇଛି।