ସାବଧାନ୍: ଘରେ ପ୍ରେତାତ୍ମା ଥିଲେ ମିଳିଥାଏ ଏପରି ସଙ୍କେତ ..

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରାୟ ସବୁ ଦେଶରେ, ସବୁ କାଳରେ, ସବୁ ଜାତିରେ ପ୍ରେତାତ୍ମା ସମ୍ୱନ୍ଧରେ ନାନା କଳ୍ପନା ଓ ବିଶ୍ୱାସ ରହିଛି। ଯେଉଁ ଜୀବମାନଙ୍କ ଆତ୍ମା ମୋକ୍ଷ ପ୍ରାପ୍ତ ନ’କରି ସ୍ୱର୍ଗ ଲୋକକୁ ଯାଇନଥାନ୍ତି, ସେମାନେ ଭୂତ, ପ୍ରେତ ବା ପ୍ରେତାତ୍ମା ରୂପରେ ନାନା ସ୍ଥୂଳ ଓ ସୂକ୍ଷ୍ମରୂପ ଧାରଣ କରି ପୃଥିବୀ ଲୋକରେ ବିଚରଣ କରନ୍ତି। ଏମାନେ ରାତିରେ ବାହାରନ୍ତି ଓ ଶ୍ମଶାନ, ନିର୍ଜନ ସ୍ଥାନ ଓ ମହାରଣ୍ୟରେ ରୁହନ୍ତି। ଇଚ୍ଛାନୁସାରେ ଭିନ୍ନଭିନ୍ନ ରୂପ ଧାରଣ କରନ୍ତି। … Continue reading ସାବଧାନ୍: ଘରେ ପ୍ରେତାତ୍ମା ଥିଲେ ମିଳିଥାଏ ଏପରି ସଙ୍କେତ ..