Odiapua.com

ନୂଆପଡ଼ା – ଭାଲୁ ଆକ୍ରମଣରେ ଜଣେ ଗୁରୁତର

ନୂଆପଡ଼ା- ୨୦/୦୬-(ଓଡିଆ ପୁଅ/ନନ୍ଦିଘୋଷ ଖମାରୀ)-ନୂଆପଡା ଜିଲ୍ଲା କୋମନା ବ୍ଲକ ବିଶିବାହାଲ ଜଙ୍ଗଳ ଆଡେ ଆଜି ଭୋର ସମୟରେ ଶୌଚ ଯାଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ଆହତ ଜଣକ ବିଶିବାହାଲ ଗ୍ରାମର ପବିତ୍ର ମାଝୀ (୫୦) ବୋଲି ଜଣା ପଡିଛି। ଖବର ପାଇ ଗାଁଲୋକେ ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ଭେଲା ହସପିଟାଲକୁ ଚିକିତ୍ସା ପାଇଁ ପଠାଇଛନ୍ତି।