Odiapua.com

କ୍ୟାରୀବ୍ୟାଗ ପାଇଁ ୩ ଟଙ୍କା ମାଗିବାରୁ ବାଟା ଉପରେ ୯,୦୦୦ ଟଙ୍କା ଜୋରିମାନା!

ଅମ୍ବାଲା: ଚଣ୍ଡୀଗଡ଼ ନିବାସୀ ଦିନେଶ ପ୍ରସାଦ ରତୁଡ଼ି ନାମକ ଜଣେ ଗ୍ରାହକଙ୍କ ଠାରୁ ପର୍ଯ୍ୟାବରଣ ସୁରକ୍ଷା ପାଇଁ ବ୍ୟବହୃତ କ୍ୟାରୀବ୍ୟାଗ ପାଇଁ ୩ ଟଙ୍କା ମାଗିବାରୁ “ବାଟା” କମ୍ପାନୀ ଉପରେ ୯,୦୦୦ ଟଙ୍କାର ଜୋରିମାନା ଲାଗିଛି।ଉପଭୋକ୍ତା ଫୋରମ ପକ୍ଷରୁ କୁହାଯାଇଛି, ଯଦି “ବାଟା” ପର୍ଯ୍ୟାବରଣ ଆକ୍ଟିଭିଷ୍ଟ, ତେବେ ତାକୁ ବିନା ମୂଲ୍ୟରେ କ୍ୟାରିବ୍ୟାଗ ଦେବା ଉଚିତ ଥିଲା।//ଦେବଦତ୍ତ

https://odiapua.com/ଓଡ଼ିଶାକୋଣାର୍କରେ-ଚାଲୁଛି/