ପଲଟି ମାରୁଥିବା,ମୋଡ଼ି ବଙ୍କେଇ ହୋଇ ଯାଉଥିବା ରୋବର୍ଟ:ମିନି ଚିତା

ଭୁବନେଶ୍ୱର:ରୋବର୍ଟ ତ’ ଆପଣ ଅନେକ ଦେଖିଛନ୍ତି।କିନ୍ତୁ କ’ଣ ଆପଣ ଏପରି କୌଣସି ରୋବର୍ଟ ଦେଖିଛନ୍ତି,ଯିଏ ପଲଟି ମାରି ପାରୁଥିବ।ମୋଡ଼ି ବଙ୍କେଇ ହେଇଯାଉଥିବ। ଏପରି ଏକ ରୋବର୍ଟ ତିଆରି କରିଛନ୍ତି ମୈସଚୁସଟ୍ସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି(ଏମଆଇଟି)।ଏହି ରୋବର୍ଟର ନାମ ରଖାଯାଇଛି “ମିନି ଚିତା”।ପଲଟି ମାରିବା ଏବଂ ଦୌଡ଼ିବାରେ ଚିତା ବାଘ ପରି ଲାଗୁଥିବା ଏହି ରୋବର୍ଟଟିର ପ୍ରଦର୍ଶନ ଖୁବ୍ ଚମତ୍କାର।ଏମଆଇଟି ମିନି ଚିତା ରୋବର୍ଟର ଭିଡିଓ ଜାରି କରିଛି।ଯେଉଁଥିରେ ରୋବର୍ଟଟି ପଲଟି ମାରିବା ସହ,ଠେଲି ଦେଲେ ପଡ଼ି ପୁଣି … Continue reading ପଲଟି ମାରୁଥିବା,ମୋଡ଼ି ବଙ୍କେଇ ହୋଇ ଯାଉଥିବା ରୋବର୍ଟ:ମିନି ଚିତା