ଗୋମୂତ୍ରରୁ ପ୍ରସ୍ତୁତ ହେଉଛି କ୍ୟାନ୍ସର ଔଷଧ

ନୂଆଦିଲ୍ଲୀ: ଗୋମୂତ୍ରରୁ ବିଭିନ୍ନ ପ୍ରକାରର ଔଷଧ ପ୍ରସ୍ତୁତ ହେଉଛି।କର୍କଟ (କ୍ୟାନ୍ସର) ଭଳି ମାରାତ୍ମକ ରୋଗର ଔଷଧ ମଧ୍ୟ ଗୋମୂତ୍ରରୁ ପ୍ରସ୍ତୁତ ହେଉଛି।ଏଣିକି ଆୟୁଷ ମନ୍ତ୍ରାଳୟ ଗୋମୂତ୍ରରୁ ବିଭିନ୍ନ ଔଷଧ ସମେତ କ୍ୟାନ୍ସର ପାଇଁ ମଧ୍ୟ ଔଷଧ ପ୍ରସ୍ତୁତ କରିବ।ଏଥିପାଇଁ କାମ କରାଯାଉଛି।ଏହା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ।ତାମିଲନାଡୁର କୋଏମ୍ବାଟୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏହା କହିଛନ୍ତି।କେନ୍ଦ୍ର ସରକାର ଗୋସମ୍ବର୍ଦ୍ଧନ ଏବଂ ଗୋପାଳନ ପାଇଁ କିଛି ପଦକ୍ଷେପ ନେଇଛନ୍ତି।ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ … Continue reading ଗୋମୂତ୍ରରୁ ପ୍ରସ୍ତୁତ ହେଉଛି କ୍ୟାନ୍ସର ଔଷଧ