Odiapua.com

ଔରଙ୍ଗଜେବ ଭୂମିକାରେ ଆଶୁତୋଷ

ମୁମ୍ବାଇ:ଦୁଇ ଥର ଫିଲ୍ମ ଫେୟାର ଆୱାର୍ଡ ବିଜେତା ଆଶୁତୋଷ ରାଣା ଏକ ନୂଆ ୱେବସିରିଜରେ ମୋଗଲ ଶାସକ ଔରଙ୍ଗଜେବ ଭୂମିକାରେ ଆସିବେ।ୱେବସିରିଜର ନାମ “ଛତ୍ରସାଲ”।ସୂଚନା ମୁତାବକ ଏଥିରେ ଜିତିନ ଗୁଲାଟି ଛତ୍ରସାଲ ଭୂମିକାରେ ଅଭିନୟ କରିବା ସହ ଦକ୍ଷିଣ ଭାରତ ଲୋକପ୍ରିୟ ଅଭିନେତ୍ରୀ ବୈଭବୀ ସାଂଡିଲ୍ୟ, ଛତ୍ରସାଲଙ୍କ ପ୍ରଥମ ପତ୍ନୀ ଦେବ କୁଂବରୀଙ୍କ ଭୂମିକାରେ ଏବଂ ଅନୁଷ୍କା ଲୁହାର ଦୂତୀୟ ପତ୍ନୀ ସୁଶିଳା ଭୂମିକାରେ ନଜର ଆସିବେ।/ଦେବଦତ୍ତ