Odiapua.com

ଦିଲ୍ଲୀ ଏନ୍‌ସିଆରରେ ଭୂମିକମ୍ପ ଅନୁଭୂତ

ନୂଆ ଦିଲ୍ଲୀ ୧୦-୫ (ଓଡ଼ିଆ ପୁଅ) ଦିଲ୍ଲୀ ଏନ୍‌ସିଆରରେ ଭୂମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପର ତୀବ୍ରତା ରିକ୍ଚର ସ୍କେଲରେ ୩.୫ ଥିଲା ବୋଲି ଜଣାପଡ଼ିଛି। ଏହାର ଏପି ସେଣ୍ଟର ଗାଜିଆ ବାଦ୍ ବୋଲି କୁହାଯାଉଛି। କୌଣସି କ୍ଷୟକ୍ଷତି ହୋଇଥିବାଖବର ନାହିଁ। ଏଥିରେ ଭୟଭୀତ ନ ହେବାକୁ କୁହାଯାଇଛି।