୨୭ରେ ପଦ୍ମ ଧରିବେ ଅପରାଜିତା;ଉନ୍ମୋଚନ ହୋଇପାରେ ଡକ୍ୟୁମେଣ୍ଟାରୀ

ଭୁବନେଶ୍ୱର:ଆସନ୍ତା ୨୭ ତାରିଖରେ ପଦ୍ମ ଧରିବେ ଅପରାଜିତା।ବିଧିବଧ ଭାବରେ ସେ ବିଜେପିରେ ଯୋଗ ଦେବେ।ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଉପସ୍ଥିତିରେ ଅପରାଜିତା ବିଜେପିରେ ମିଶିବେ।ଏଥିପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯିବା ସହ ଅପରାଜିତା ଷଡ଼ଙ୍ଗୀଙ୍କ ଉପରେ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ଉନ୍ମୋଚନ ହେବାର ଯୋଜନା ରହିଛି। ସୂଚନାଯୋଗ୍ୟ ଯେ ଅପରାଜିତା ଭିଆରଏସ ପାଇଁ ଆବେଦନ କରିବା ପରଠାରୁ ସେ ରାଜନୀତିକୁ ଆସିବା,ଏବଂ ବିଜେପିରେ ଯୋଗ ଦେବା କଥା ଆଲୋଚନା ହୋଇ ଆସୁଥିଲା।ଏହା ପରେ ରାଜ୍ୟ … Continue reading ୨୭ରେ ପଦ୍ମ ଧରିବେ ଅପରାଜିତା;ଉନ୍ମୋଚନ ହୋଇପାରେ ଡକ୍ୟୁମେଣ୍ଟାରୀ