Odiapua.com

ସମୁଦ୍ରରେ ଗାଧୋଇଲେ ଅନୁଷ୍କା; ଜଣେ କହିଲା “ମୁଁ ହେଲେ ସମୁଦ୍ରର ରାଜା ହୋଇଥାଆନ୍ତି”!

ମୁମ୍ବାଇ: କ୍ରିକେଟିୟର ବିରାଟ କୋହଲୀଙ୍କ ସହିତ ବିବାହ କରିବା ପରଠାରୁ ଅଭିନେତ୍ରୀ ଅନୁଷ୍କା ଶର୍ମା ଫିଲ୍ମ ଦୁନିଆଠାରୁ ଦୂରେଇ ରହି ନିଜ ମ୍ୟାରେଜ୍ ଲାଇଫର ଭରପୁର ଆନନ୍ଦ ନେଉଛନ୍ତି।ଏବଂ ସେ ଏବେ ତାଙ୍କ ହଲି-ଡେ’ ଏନଞ୍ଜୟମେଣ୍ଟର ଫଟୋ ସୋସିଆଲ ମିଡିଆରେ ଖୁବ୍ ସେୟାର କରୁଛନ୍ତି।ଫ୍ୟାନ୍ସ ମାନେ ମଧ୍ୟ ତାଙ୍କ ଫଟୋ ଗୁଡ଼ିକୁ ଖୁବ୍ ପସନ୍ଦ କରୁଛନ୍ତି।ଏବେ ଅନୁଷ୍କା ସମୁଦ୍ରରେ ଗାଧୋଉଥିବାର ତାଙ୍କ ଫଟୋ ଇଂଷ୍ଟାଗ୍ରାମରେ ସେୟାର କରିଛନ୍ତି।ଅନୁଷ୍କାଙ୍କ ଫ୍ୟାନ୍ସ ଫଟୋକୁ ଖୁବ୍ ପସନ୍ଦ କରି କମେଣ୍ଟ ଦେଉଛନ୍ତି।ଜଣେ ଲେଖିଛନ୍ତି, “ମୁଁ ହେଲେ ସମୁଦ୍ରର ରାଜା ହୋଇ ଥାଆନ୍ତି”।//ଦେବଦତ୍ତ ରଥ