Odiapua.com

ପୁଣି ସୁସ୍ଥ ହେଲେ ୨୧୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର ୭-୭ (ଓଡ଼ିଆ ପୁଅ) ପୁଣି ଆଜି ରାଜ୍ୟରୁ ଆସିଛି ଭଲ ଖବର। ସୁସ୍ଥ ହୋଇଛନ୍ତି ପୁଣି ୨୧୭ କରୋନା ଆକ୍ରାନ୍ତ।
ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ –
୯୬ ଜଣ ଗଞ୍ଜାମ ଜିଲ୍ଲାରୁ

୧୮ ଜଣ ଖୋର୍ଦ୍ଧା ଜିଲ୍ଲାରୁ

୧୬ ଜଣ ବାଲେଶ୍ୱର ଜିଲ୍ଲାରୁ

୧୫ ଜଣ ମୟୁରଭଞ୍ଜ ଜିଲ୍ଲାରୁ

୧୩ ଜଣ ବଗଗଡ଼ ଜିଲ୍ଲାରୁ

୧୨ ଜଣ କେନ୍ଦୁଝର ଜିଲ୍ଲାରୁ

୮ ଜଣ ଝାରସୁଗୁଡ଼ା ଜିଲ୍ଲାରୁ

୭ ଜଣ ମାଲକାନଗିରି

୬ ଜଣ ଯାଜପୁର ଜିଲ୍ଲାରୁ

୫ ଜଣ ଲେଖାଏଁ ଅନୁଗୁଳ ଜିଲ୍ଲାରୁ ଏବଂ କଟକ ଜିଲ୍ଲାରୁ

୪ ଜଣ ଲେଖାଏଁ ଢେଙ୍କାନାଳ ଜିଲ୍ଲାରୁ ଏବଂ ପୁରୀ ଜିଲ୍ଲାରୁ

୩ ଜଣ ଜଗତସିଂହପୁର ଜିଲ୍ଲାରୁ

୨ ଜଣ ଲେଖାଏଁ କେନ୍ଦ୍ରାପଡ଼ା ଜିଲ୍ଲାରୁ ଏବଂ ସୋନପୁର ଜିଲ୍ଲାରୁ

ଜଣେ ବଲାଙ୍ଗୀର ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି।

ତେବେ ରାଜ୍ୟରେ ଏବେ ମୋଟ ଆରୋଗ୍ୟ ହେଲେଣି ୬୭୦୩ ଜଣ ଏବଂ ରାଜ୍ୟରେ ମୋଟ ୧୦, ୦୯୭ ଜଣ ମୋଟ ସଂକ୍ରମିତ (ଆଜି ୫୭୧ ଜଣ) ହୋଇଥିବା ବେଳେ ୩, ୩୪୦ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ରାଜ୍ୟରେ ଏ ପର୍ଯ୍ୟନ୍ତ କରୋନା କାରଣରୁ ୪୨ ଜଣ (ଆଜି ୪ ଜଣ) ଙ୍କର ମୃତ୍ୟୁ ହୋଇସାରିଲାଣି ଏହା ସହ ଅନ୍ୟ କାରଣରୁ ୧୨ ଜଣଙ୍କର ମୃତ୍ୟୁ ହୋଇଛି।