Odiapua.com

ରାଜ୍ୟରେ ପୁଣି ୨୦୩ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ୱର ୩-୭ (ଓଡ଼ିଆ ପୁଅ) ରାଜ୍ୟରେ ପୁଣି ୨୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ତେବେ କେଉଁ ଜିଲ୍ଲାରୁ କେତେ ସୁସ୍ଥ ହୋଇଛନ୍ତି ଜାଣନ୍ତୁ।

୩୮ ଜଣ ଗଞ୍ଜାମ ଜିଲ୍ଲାରୁ

୩୭ ଜଣ ଖୋର୍ଦ୍ଧା ଜିଲ୍ଲାରୁ

୧୯ ଜଣ ଗଜପତି ଜିଲ୍ଲାରୁ

୧୮ ଜଣ କଟକ ଜିଲ୍ଲାରୁ

୧୮ ଜଣ ଜଗତସିଂହପୁର ଜିଲ୍ଲାରୁ

୧୨ ଜଣ ସମ୍ବଲପୁର ଜିଲ୍ଲାରୁ

୧୨ ଜଣ ସୁନ୍ଦରଗଡ଼ ଜିଲ୍ଲାରୁ

୧୦ ଜଣ ଢେଙ୍କାନାଳ ଜିଲ୍ଲାରୁ

୮ ଜଣ ଯାଜପୁର ଜିଲ୍ଲାରୁ

୭ ଜଣ ବଗଗଡ଼ ଜିଲ୍ଲାରୁ

୬ ଜଣ ମୟୁରଭଞ୍ଜ ଜିଲ୍ଲାରୁ

୫ ଜଣ ରାୟଗଡ଼ା ଜିଲ୍ଲାରୁ

୩ ଜଣ ଲେଖାଏଁ ବାଲେଶ୍ୱର ଜିଲ୍ଲାରୁ ଏବଂ କନ୍ଧମାଳ ଜିଲ୍ଲାରୁ

୨ ଜଣ ପୁରୀ ଜିଲ୍ଲାରୁ

ଜଣେ ଲେଖାଏଁ ଦେବଗଡ଼, ଝାରସୁଗୁଡ଼ା, ମାଲକାନଗିରି, କେନ୍ଦୁଝର ଏବଂ ନବରଙ୍ଗପୁର ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି।

ତେବେ ରାଜ୍ୟରେ ମୋଟ ଆରୋଗ୍ୟ ହୋଇଛନ୍ତି ୫୭୦୫