Odiapua.com

ରାଜସ୍ଥାନର ସିକରରେ ରିଚ୍ଟର ସ୍କେଲରେ ୩.୬ ମ୍ୟାଗ୍ନିଚ୍ୟୁଡର ଭୂମିକମ୍ପ ଅନୁଭୂତ

ନୂଆ ଦିଲ୍ଲୀ ୫-୮ (ଓଡ଼ିଆ ପୁଅ) ଆଜି ରାଜସ୍ଥାନର ସିକରରେ ରିଚ୍ଟର ସ୍କେଲରେ ୩.୬ ମ୍ୟାଗ୍ନିଚ୍ୟୁଡର ଭୂମିକମ୍ପ ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଏ ନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ସୂଚନା ଦେଇଛି। ଏ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ଖବର ନାହିଁ। ଏହା ରାତି ୮: ୧୪ ରେ ଅନୁଭୂତ ହୋଇଥିଲା।