Odiapua.com

ଗୁଜୁରାଟର ରାଜକୋଟରେ ୩.୮ ମ୍ୟାଗ୍ନିଚ୍ୟୁଡର ଭୂମିକମ୍ପ

ରାଜକୋଟ ମଇ ୧୭ (ଓଡ଼ିଆ ପୁଅ) : ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ ସୋମବାର ସକାଳେ ଗୁଜୁରାଟର ରାଜକୋଟରେ ରିଚ୍ଟର ସ୍କେଲରେ ୩.୮ ମ୍ୟାଗ୍ନିଚ୍ୟୁଡର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଭାରତୀୟ ସମୟ ୦୩:୩୭:୧୮ IST ରେ ରାଜକୋଟ ଠାରୁ ୧୦ କିଲୋମିଟର ଦକ୍ଷିଣରେ ଏହି ଭୂମିକମ୍ପ ଘଟିଛି। ଏପର୍ଯ୍ୟନ୍ତ କୌଣସି ଜୀବନ ଏବଂ ସମ୍ପତ୍ତି ନଷ୍ଟ ହୋଇନାହିଁ।