Odiapua.com

ମହାରାଷ୍ଟ୍ରର କୋଲହାପୁରରେ ରିଚ୍ଟର ସ୍କେଲରେ ୩.୩ ମ୍ୟାଗ୍ନିଚ୍ୟୁଡର ଭୂମିକମ୍ପ ଅନୁଭୂତ

ନୂଆ ଦିଲ୍ଲୀ ୨୩-୫ (ଓଡ଼ିଆ ପୁଅ) ଆଜି ମହାରାଷ୍ଟ୍ରର କୋଲହାପୁରରେ ରିଚ୍ଟର ସ୍କେଲରେ ୩.୩ ମ୍ୟାଗ୍ନିଚ୍ୟୁଡର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଏ ନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ସୂଚନା ଦେଇଛି। ଏ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ଖବର ନାହିଁ। ଏହା ସକାଳ ୦୯.୧୬ ରେ ଅନୁଭୂତ ହୋଇଥିଲା।