Odiapua.com

ମହିଳା ଗର୍ଭରେ ପାଳିଲେ ମରଣାସନ୍ନ ଶିଶୁ:ମୃତ୍ୟୁ ପରେ କଲେ ଅଙ୍ଗଦାନ

ନ୍ୟୁୟର୍କ:ଆମେରିକାରେ କ୍ରିଷ୍ଟା ଦେବିସ ନାମକ ଜଣେ ୨୩ ବର୍ଷୀୟ ମହିଳା ଏପରି ଏକ ଶିଶୁକୁ ଗର୍ଭରେ ରଖିଥିଲେ,ଯେଉଁ ଶିଶୁ ବାବଦରେ ସେ ଜାଣିଥିଲେ ଯେ,ଗମ୍ଭୀର ଅସୁସ୍ଥତା କାରଣରୁ ଜନ୍ମର ଅଧ ଘଣ୍ଟାରୁ ଅଧିକ ଶିଶୁଟି ବଞ୍ଚି ପାରିବ ନାହିଁ।ଅବଶ୍ୟ ଶିଶୁଟି ଏକ ସପ୍ତାହ ପର୍ଯ୍ୟନ୍ତ ଜୀବିତ ରହି ପାରିଥିଲା।ଡାକ୍ତର ମହିଳା ଜଣଙ୍କୁ ଗର୍ଭପାତ କିମ୍ବା ପ୍ରସବ ଏବଂ ମୃତ୍ୟୁ ପରେ ଶିଶୁର ଅଙ୍ଗଦାନ ପରି ଦୁଇଟି ବିକଳ୍ପ ଦେଇଥିଲେ।