Odiapua.com

ଆସନ୍ତା କାଲି ମୁମ୍ବାଇର ସ୍କୁଲ କଲେଜ୍ ବନ୍ଦ

ମୁମ୍ବାଇ ୪-୮ (ଓଡ଼ିଆ ପୁଅ) ପ୍ରବଳ ବର୍ଷାରେ ବେହାଲ୍ ମୁମ୍ବାଇ। ଜନ ଜୀବନ ଅସ୍ତବ୍ୟସ୍ତ। ଏହାକୁ ନଜରରେ ରଖି ବୃହନ୍ ମୁମ୍ବାଇ ନଗର ନିଗମ (ବିଏମସି) ସମସ୍ତ ପ୍ରାଇଭେଟ୍ ଏବଂ ସରକାରୀ ସ୍କୁଲ ଏବଂ କଲେଜ ଗୁଡ଼ିକ ଆସନ୍ତା କାଲି ମୁମ୍ବାଇରେ ବନ୍ଦ ରହିବ ବୋଲି ଘୋଷଣା କରିଛି।

ଜରୁରୀକାଳୀନ ଏବଂ ଆବଶ୍ୟକ ସେବା ପ୍ରଦାନ କରୁଥିବା କିଛି ସରକାରୀ କାର୍ଯ୍ୟାଳୟ ଖୋଲା ରହିବ। ପ୍ରାଇଭେଟ୍ କାର୍ଯ୍ୟାଳୟର କର୍ମଚାରୀ ଆବଶ୍ୟକ ହେଲେ ଅଫିସ୍ ଯାଇପାରନ୍ତି।