Odiapua.com

ବିଦେଶରେ ଧମକା କରୁଛି ଅକ୍ଷୟ କୁମାରଙ୍କ “ଲକ୍ଷ୍ମୀ”

(Server mentainance rough story) . this is not proper article

 

ମୁମ୍ବାଇ: ବଲିଉଡ ତାରକା ଅକ୍ଷୟ କୁମାରଙ୍କ ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ଲକ୍ଷ୍ମୀ’ ନଭେମ୍ବର ୯ ତାରିଖରେ ଭାରତର ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହୋଇଥିଲା। ? ଫିଲ୍ମଟିକୁ ସମାଲୋଚକ ମାନଙ୍କ ଠାରୁ ମିଶ୍ରିତ ସମୀକ୍ଷା ମିଳିଥିଲା। ଭାରତ ବ୍ୟତୀତ ଏହି ଚଳଚ୍ଚିତ୍ରଟି ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଫିଜି, ପାପୁଆ ନ୍ୟୁ ଗିନି ଏବଂ ୟୁଏଇ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଯଦିଓ ଏହି ଚଳଚ୍ଚିତ୍ରଟି ଭାରତରେ ଭଲ ପ୍ରତିକ୍ରିୟା ପାଇନାହିଁ, କିନ୍ତୁ ଫିଲ୍ମ ବିଦେଶର ବକ୍ସ ଅଫିସରେ ବଡ଼. ଡ. ଧମାକା କରିଛି ?

ଫିଲ୍ମଟିକୁ ସମାଲୋଚକ ମାନଙ୍କ ଠାରୁ ମିଶ୍ରିତ ସମୀକ୍ଷା ମିଳିଥିଲା। ଭାରତ ବ୍ୟତୀତ ଏହି ଚଳଚ୍ଚିତ୍ରଟି ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଫିଜି, ପାପୁଆ ନ୍ୟୁ ଗିନି ଏବଂ ୟୁଏଇ

ରିପୋର୍ଟ ମୁତାବକ ୟୁଏଇରେ ‘ଲକ୍ଷ୍ମୀ’ ରିଲିଜ ହେବା ପରେ ୧.୪୬ କୋଟି ଟଙ୍କାର ବ୍ୟବସାୟ କରିଛି। ସେହିଭଳି ଫିଲ୍ମଟି ବର୍ତ୍ତମାନ ପର୍ଯ୍ୟନ୍ତ ଫିଜିରେ ୧୭.୧୬ ଲକ୍ଷ, ଅଷ୍ଟ୍ରେଲିଆରେ ୭୦.୪୮ ଲକ୍ଷ, ପାପୁଆ ନ୍ୟୁ ଗିନିରେ ୧୮ ହଜାର ଏବଂ ନ୍ୟୁଜିଲ୍ୟାଣ୍ଡରେ ୪୨.୩୮ ଲକ୍ଷ ଟଙ୍କାର ବ୍ୟବସାୟ କରିଛି। ଉଲ୍ଲେଖଯୋଗ୍ୟ ଯେ, ଭାରତର ଡିଜନି ପ୍ଲସ୍ ହଟଷ୍ଟାରରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମଟି ଓଟିଟି ପ୍ଲାଟଫର୍ମରେ ସବୁଠାରୁ ବଡ଼ ଚଳଚ୍ଚିତ୍ର ହୋଇପାରିଛି

 

 

ଚଳଚ୍ଚିତ୍ରଟିରେ ଅକ୍ଷୟ କୁମାର ଏପରି ଏକ ଚରିତ୍ରରେ ଅଭିନୟ କରିଛନ୍ତି, ଯେଉଁଥିରେ ତାଙ୍କ ଶରୀରରେ ଜଣେ ହିଞ୍ଜଡ଼ାଙ୍କ ଆତ୍ମା ​​ଆସିଯାଇଛି। ଏହି ଚଳଚ୍ଚିତ୍ରରେ ଅକ୍ଷୟଙ୍କ ବ୍ୟତୀତ କିଆରା ଆଡଭାନୀ, ଅଶ୍ୱିନୀ କଲସେକର, ରାଜେଶ ଶର୍ମା, ଆୟେଶା ରଜା ଏବଂ ମନୁ ରୃଷି ମଧ୍ୟ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରଟିରେ ରାଘବ ଲରେନ୍ସ ନିର୍ଦ୍ଦେଶନା ଦେଇଛନ୍ତି ଏବଂ ଫିଲ୍ମ ଲକ୍ଷ୍ମୀ ତାମିଲ ଚଳଚ୍ଚିତ୍ର କାଞ୍ଚାନାର ରିମେକ୍ ଅଟେ!