Odiapua.com

ଅକ୍ଷରା ହାସନଙ୍କର ପ୍ରାଇଭେଟ ଫଟୋ ଲିକ୍

ମୁମ୍ବାଇ;୦୬,ନଭେମ୍ବର:କମଲ ହାସନ ଏବଂ ସାରିକାଙ୍କ ଝିଅ ତଥା ସ୍ମୃତି ହାସନଙ୍କ ସାନ ଭଉଣୀ ଅଭିନେତ୍ରୀ ଅକ୍ଷରା ହାସନଙ୍କର କିଛି ପ୍ରାଇଭେଟ ଫଟୋ ଲିକ୍ ହୋଇଯାଇଛି।ଫଟୋ ଗୁଡ଼ିକ ସୋସିଆଲ ମିଡିଆରେ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି।ବଲିଉଡ କଳାକାର ମାନେ ଅନେକ ସମୟରେ ଏହିପରି ସାଇବର କ୍ରାଇମର ଶିକାର ହେଉଥିବା ବେଳେ ଏବେ ଅକ୍ଷରା ହାସନ ଏହାର ନଗଦ ଶିକାର ହୋଇଛନ୍ତି।/ଦେବଦତ୍ତ