Odiapua.com

ବାୟୁସେନା ବିମାନ ଦୁର୍ଘଟଣା:ଜଣେ ପାଇଲଟ ମୃତ

ବେଙ୍ଗୁଲୁର:ବେଙ୍ଗୁଲୁରରେ ମଙ୍ଗଳବାର ଘଟିଥିବା ବାୟୁସେନା ବିମାନ ଦୁର୍ଘଟଣାର ଭିଡିଓ ସାମ୍ନାକୁ ଆସିଛି।ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏରୋବେଟିକ୍ସ ଟିମର ଦୁଇଟି ବିମାନ ଉଡ଼ାଣ ସମୟରେ ପରସ୍ପର ମଧ୍ୟରେ ଧକ୍କା ହୋଇ ଯାଇଥିଲେ।ଏହି ଦୁର୍ଘଟଣାରେ ଜଣେ ପାଇଲଟଙ୍କର ମୃତ୍ୟୁ ହୋଇସାରିଛି।/ଦେବଦତ୍ତ