Odiapua.com

୨୧ଟି ଛୁଆ ଜନ୍ମ କରି ସାରିବା ପରେ;ବାସ ଏତିକି!

ଲଣ୍ଡନ:୨୧ଟି ଛୁଆ ଜନ୍ମ କରି ସାରିବା ପରେ ଦମ୍ପତି କହିଲେ ବାସ, ଏତିକି।ୟୁନାଇଟେଡ କିଙ୍ଗଡମର ସବୁଠାରୁ ବଡ଼ ପରିବାର କୁହାଯାଉଥିବା ରେଡ଼ଫୋର୍ଡ ଫ୍ୟାମିଲି ୨୧ଟି ଛୁଆ ଜନ୍ମ କରି ସାରିବା ପରେ ଯାଇ ଏହି ନିଷ୍ପତି ନେଇଛନ୍ତି।୨୧ ତମ ଛୁଆକୁ ଜନ୍ମ ଦେବା ପରେ ଛୁଆର ୪୩ ବର୍ଷୀୟ ମା’ ସୁ ରେଡ଼ଫୋର୍ଡ କହିଛନ୍ତି ଏହା ନିଶ୍ଚିତ ଭାବରେ ମୋର ଶେଷ ସନ୍ତାନ।ଛୁଆର ୪୭ ବର୍ଷୀୟ ପିତା କହିଛନ୍ତି,କିଛି ଲୋକ ଦୁଇ କିମ୍ବା ତିନୋଟି ସନ୍ତାନ ଜନ୍ମ କରିବା କରିବା ପରେ ଆଉ ଛୁଆ ଜନ୍ମ କରନ୍ତି ନାହିଁ।ଆମେ ଏହି ନିଷ୍ପତି ୨୧ଟି ଛୁଆ ଜନ୍ମ କରିବା ପରେ ନେଲୁ।/ଦେବଦତ୍ତ