Odiapua.com

୧୯୭୧ ପରେ ପ୍ରଥମ ଥର ପାକିସ୍ଥାନ ବାୟୁସୀମାରେ ପ୍ରବେଶ କଲା ଭାରତୀୟ ବାୟୁସେନା

ନୂଆଦିଲ୍ଲୀ:ମଙ୍ଗଳବାର ସୀମା ପାର କରାଯାଇଥିବା ଏୟାର ଷ୍ଟ୍ରାଇକ ୧୯୭୧ ଭାରତ – ପାକିସ୍ଥାନ ଯୁଦ୍ଧ ପରେ ପ୍ରଥମ ଘଟଣା ଯେଉଁଥିରେ ଭାରତୀୟ ବାୟୁସେନା ପାକିସ୍ଥାନ ବାୟୁ ସୀମା ମଧ୍ୟରେ ପ୍ରବେଶ କରିଛି।୧୯୯୯ କାରଗିଲ ଯୁଦ୍ଧ ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ସରକାର ବାୟୁ ସେନାର ବ୍ୟବହାର ଏଲଓସିର ଭାରତୀୟ ସୀମା ମଧ୍ୟରେ ସୀମିତ ରଖିବାର ନିଷ୍ପତ୍ତି ନେଇଥିଲେ।/ଦେବଦତ୍ତ