Odiapua.com

ଦୁର୍ଘଟଣାରେ ସାମ୍ବାଦିକ ବିରଞ୍ଚି ପତ୍ରୀ ଆହତ

ଭୁବନେଶ୍ୱର/କଟକ: “ଓଡ଼ିଆ ପୁଅ” ସାମ୍ବାଦିକ ବିରଞ୍ଚି ନାରାୟଣ ପତ୍ରୀ ଏକ ରାସ୍ତା ଦୁର୍ଘଟଣାରେ ଯାଜପୁର ଜିଲ୍ଲା ତାଙ୍କ ଗ୍ରାମ ନିକଟରେ ଆହତ ହୋଇଛନ୍ତି।ବିରଞ୍ଚି ତାଙ୍କ ବାଇକରେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି।ଏବେ ସେ କଟକ ବଡ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।”ଓଡ଼ିଆ ପୁଅ” ଏଡିଟର ଇନ୍ ଚିଫ୍ ଶ୍ୟାମ ସୁନ୍ଦର ସାହୁଙ୍କ ସମେତ ଟିମ୍ “ଓଡ଼ିଆ ପୁଅ” ବିରଞ୍ଚି ନାରାୟଣଙ୍କର ଆଶୁ ଆରୋଗ୍ୟ କାମନା କରୁଛି।//ଦେବଦତ୍ତ