Odiapua.com

ରାଜ୍ୟରେ ୬୬୮ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୩୧୪୬୨୯ କୁ ବୃଦ୍ଧି

ଭୁବନେଶ୍ୱର ୨୩-୧୧ (ଓଡ଼ିଆ ପୁଅ) ରାଜ୍ୟରେ ୬୬୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୩୧୪୬୨୯ କୁ ବୃଦ୍ଧି ପାଇଛି।

– ନୂଆ ଆକ୍ରାନ୍ତ: ୬୬୮
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୩୮୫
– ସ୍ଥାନୀୟ ଅଞ୍ଚଳରୁ୨୮୩
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ:
୧- ଅନୁଗୁଳ ଜିଲ୍ଲାରୁ – ୪୬
୨- ବାଲେଶ୍ୱର ଜିଲ୍ଲାରୁ – ୩୮
୩- ବରଗଡ଼ ଜିଲ୍ଲାରୁ – ୧୮
୪- ଭଦ୍ରକ ଜିଲ୍ଲାରୁ – ୧୫
୫- ବଲାଙ୍ଗୀର ଜିଲ୍ଲାରୁ – ୨୮
୬- ବୌଦ୍ଦ ଜିଲ୍ଲାରୁ – ୭
୭- କଟକ ଜିଲ୍ଲାରୁ – ୩୭
୮- ଦେବଗଡ଼ ଜିଲ୍ଲାରୁ – ୨
୯- ଢେଙ୍କାନାଳ ଜିଲ୍ଲାରୁ – ୬
୧୦- ଗଜପତି ଜିଲ୍ଲାରୁ – ୪
୧୧- ଗଞ୍ଜାମ ଜିଲ୍ଲାରୁ – ୧୨
୧୨- ଜଗତସିଂହପୁର ଜିଲ୍ଲାରୁ – ୨୫
୧୩- ଯାଜପୁର ଜିଲ୍ଲାରୁ – ୧୮
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୨୩
୧୫- କଳାହାଣ୍ଡି ଜିଲ୍ଲାରୁ – ୧୧
୧୬- କନ୍ଧମାଳ ଜିଲ୍ଲାରୁ – ୩
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୨୧
୧୮- କେନ୍ଦୁଝର ଜିଲ୍ଲାରୁ – ୩୮
୧୯- ଖୋର୍ଦ୍ଧା ଜିଲ୍ଲାରୁ : ୫୬
୨୦- ମାଲକାନଗିରି : ୮
୨୧- ମୟୁରଭଞ୍ଜ ଜିଲ୍ଲାରୁ – ୫୦
୨୨- ନବରଙ୍ଗପୁର ଜିଲ୍ଲାରେ: ୯
୨୩- ନୟାଗଡ଼ ଜିଲ୍ଲାରୁ – ୮
୨୪- ନୂଆପଡ଼ା ଜିଲ୍ଲାରୁ – ୬୮
୨୫- ପୁରୀ ଜିଲ୍ଲାରୁ – ୨୩
୨୬- ରାୟଗଡ଼ା ଜିଲ୍ଲାରୁ – ୨
୨୭- ସମ୍ବଲପୁର ଜିଲ୍ଲାରୁ – ୨୫
୨୮- ସୁନ୍ଦରଗଡ଼ ଜିଲ୍ଲାରୁ – ୫୫
୨୯- State Pool: ୧୨

– ନୂଆ ସୁସ୍ଥ ହୋଇଥିଲେ୯୦୫
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୫୬୦୪୫୩୨
– ମୋଟ ଆକ୍ରାନ୍ତ ୩୧୪୬୨୯
– ମୋଟ ସୁସ୍ଛ ହୋଲେଣି ୩୦୫୮୧୩
– ସକ୍ରୀୟ ଆକ୍ରାନ୍ତ – ୭୧୦୬