୫୦ ପ୍ରଭାବଶାଳୀ ଭାରତୀୟ: ତାଲିକାରେ ୨ ଓଡ଼ିଆ ପୁଅ; ସର୍ବାଗ୍ରେ ମୋଦୀ

ଭୁବନେଶ୍ୱର: ଫେମ୍ ଇଣ୍ଡିଆ ପତ୍ରିକା ଏବଂ ଏସିଆ ପୋଷ୍ଟ ପକ୍ଷରୁ ୨୦୨୦ ବର୍ଷର ୫୦ ଜଣ ପ୍ରଭାବଶାଳୀ ଭାରତୀୟଙ୍କ ତାଲିକା ପ୍ରକାଶ ପାଇଛି। ଏହି ସର୍ଭେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭାରତର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତି ଭାବେ ବିବେଚନା କରାଯାଇଛି। ସର୍ବେକ୍ଷଣରେ ବ୍ୟକ୍ତିତ୍ୱ, ପ୍ରଭାବ, ଦୂରଦୃଷ୍ଟି, ଭାବମୂର୍ତ୍ତି, ବିକାଶମୂଳକ କାର୍ଯ୍ୟଶୈଳୀ ଏବଂ ଜନ କଲ୍ୟାଣକାରୀ ଉଦ୍ୟମ ଆଦି ୯ଟି ମାନଦଣ୍ଡ ଆଧାରରେ ୧୨ ହଜାରରୁ ଅଧିକ ଜ୍ଞାନବାନ ବ୍ୟକ୍ତିଙ୍କ ମତାମତକୁ ନେଇ ଚୟନ କରାଯାଇଛି। ରାଜନୀତି, ଅମଲାତନ୍ତ୍ର, … Continue reading ୫୦ ପ୍ରଭାବଶାଳୀ ଭାରତୀୟ: ତାଲିକାରେ ୨ ଓଡ଼ିଆ ପୁଅ; ସର୍ବାଗ୍ରେ ମୋଦୀ