Odiapua.com

ରାଜ୍ୟରେ ୫୦ ଲକ୍ଷ ପାର କଲା ଡବଲ୍‌ ଡୋଜ୍‌ ଟିକାକରଣ

ଭୁବନେଶ୍ୱର ୨୫-୮ (ଓଡ଼ିଆ ପୁଅ) ରାଜ୍ୟରେ ୫୦ ଲକ୍ଷ ପାର କଲା ଡବଲ୍‌ ଡୋଜ୍‌ ଟିକାକରଣ। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ କରି ସୂଚନା ଦେଇଛି।