Odiapua.com

୫ ଶିଶୁ ଶ୍ରମିକ ଉଦ୍ଧାର

ଆନନ୍ଦପୁର ୨୦-୮ (ଓଡ଼ିଆ ପୁଅ) କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ନିକଟରେ ଜଣେ ମିଠା ବ୍ୟବସାୟୀଙ୍କ ଘରୁ ୫ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛି ପୋଲିସ। ଉଦ୍ଧାର କରିବା ପରେ ଶିଶୁମାନଙ୍କୁ ଚାଇଲଡ ଲାଇନକୁ ହସ୍ତାନ୍ତର କରାଯାଇଛି। ଉଦ୍ଧାର ଶିଶୁମାନେ ବାଂଶପାଳ କଲଣ୍ଡା ଅଞ୍ଚଳର।