Odiapua.com

ବଙ୍ଗୋପସାଗରରେ ୫.୧ ମ୍ୟାଗ୍ନିଚ୍ୟୁଡର ଭୂମିକମ୍ପ

ଗୋଦାବରୀ ୨୪-୮ (ଓଡ଼ିଆ ପୁଅ) : ମଙ୍ଗଳବାର ଦିନ ବଙ୍ଗୋପସାଗରରେ ୫.୧ ମ୍ୟାଗ୍ନିଚ୍ୟୁଡର ଭୂମିକମ୍ପ ଅନୁଭୂତ ହୋଇଛି। ଏ ନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) କୁ ସୂଚନା ଦେଇଛି।

୧୦ କିଲୋମିଟର ଗଭୀରରେ ମଧ୍ୟାହ୍ନ ୧୨:୩୫ ରେ କମ୍ପନ ଅନୁଭୂତ ହୋଇଥିଲା।

ଏହି ଭୂକମ୍ପର କେନ୍ଦ୍ର କେନ୍ଦ୍ର ଆନ୍ଧ୍ର ପ୍ରଦେଶରେ କାକିନାଡାର ୨୯୬ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବରେ ଅବସ୍ଥିତ।