Odiapua.com

ରାଜ୍ୟରେ କରୋନା ନେଲା ୪ ମୁଣ୍ଡ – ଗଞ୍ଜାମରୁ ୩, କଟକରୁ ୧

ଭୁବନେଶ୍ୱର ୭-୭ (ଓଡ଼ିଆ ପୁଅ) ଆଜି ରାଜ୍ୟରେ ୪ ଜଣ କରୋନା ପଜିଟିଭ ରୋଗୀଙ୍କର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ଦେହାନ୍ତ ହୋଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।
କରୋନା ମୃତକମାନେ ହେଲେ
୧- ଗଞ୍ଜାମ ଜିଲ୍ଲାର ୭୦ ବର୍ଷର ପୁରୁଷ ଯିଏ ମଧ୍ୟ ମଧୁମେହରେ ପୀଡିତ ଥିଲେ।

୨- କଟକ ଜିଲ୍ଲାର ୪୮ ବର୍ଷର ପୁରୁଷ ଯିଏ କ୍ରନିକ୍ ଲିଭର ରୋଗ ଏବଂ ମଧୁମେହରେ ମଧ୍ୟ ପୀଡିତ ଥିଲେ।

୩- ଗଞ୍ଜାମ ଜିଲ୍ଲାର ୬୦ ବର୍ଷର ପୁରୁଷ ଯିଏ ମଧ୍ୟ ମଧୁମେହରେ ପୀଡିତ ଥିଲେ।

୪- ଗଞ୍ଜାମ ଜିଲ୍ଲାର ୫୩ ବର୍ଷର ପୁରୁଷ।

ସୂଚନା ଯୋଗ୍ୟଯେ, ଆଜି ରାଜ୍ୟରେ ୫୭୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ମୋଟ ଆକ୍ରାନ୍ତ ୧୦ ହଜାର ପାର ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୪୨ କୁ ବୃଦ୍ଧି ପାଇଛି।
ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ –
– ନୂଆ ଆକ୍ରାନ୍ତ: ୫୭୧
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୪୦୩
– ସ୍ଥାନୀୟ ଅଞ୍ଚଳରୁ୧୬୮

– ୨୧ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
– ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୨୭୩

ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ –

୧- ଅନୁଗୁଳ ଜିଲ୍ଲାରୁ – ୪
୨- ବାଲେଶ୍ୱର ଜିଲ୍ଲାରୁ – ୨୮
୩- ଭଦ୍ରକ ଜିଲ୍ଲାରୁ – ୧
୪- ବଲାଙ୍ଗୀର ଜିଲ୍ଲା: ୫
୫- କଟକ ଜିଲ୍ଲାରୁ – ୨୯
୬- ଢେଙ୍କାନାଳ ଜିଲ୍ଲାରୁ – ୧
୭- ଗଜପତି ଜିଲ୍ଲାରୁ – ୫୬
୮- ଗଞ୍ଜାମ ଜିଲ୍ଲାରୁ – ୨୭୩
୯- ଜଗତସିଂହପୁର ଜିଲ୍ଲାରୁ : ୧୭
୧୦- ଯାଜପୁର ଜିଲ୍ଲାରୁ – ୧୬
୧୧- ଝାରସୁଗୁଡ଼ା ଜିଲ୍ଲାରୁ – ୧
୧୨- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୩
୧୩- କେନ୍ଦୁଝର ଜିଲ୍ଲାରୁ – ୭
୧୪- ଖୋର୍ଦ୍ଦା ଜିଲ୍ଲାରୁ – ୩୭
୧୫- ମୟୁରଭଞ୍ଜ ଜିଲ୍ଲାରୁ – ୧୪
୧୬-ନବରଙ୍ଗପୁର ଜିଲ୍ଲା: ୭
୧୭-ନୟାଗଡ଼ ଜିଲ୍ଲାରୁ – ୧
୧୮- ପୁରୀ ଜିଲ୍ଲାରୁ – ୪
୧୯- ରାୟଗଡ଼ା ଜିଲ୍ଲାରୁ – ୧୦
୨୦- ସମ୍ବଲପୁର ଜିଲ୍ଲାରୁ – ୬
୨୧- ସୁନ୍ଦରଗଡ଼ ଜିଲ୍ଲାରେ: ୫୧

– ନୂଆ ସୁସ୍ଥ ହୋଇଥିଲେ୨୬୨

– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି – ୩୦୨୭୮୦
– ମୋଟ ଆକ୍ରାନ୍ତ ୧୦୦୯୭
– ମୋଟ ସୁସ୍ଥ ହେଲେଣି ୬୪୮୬
– ସକ୍ରୀୟ ଆକ୍ରାନ୍ତ – ୩୫୫୭