Odiapua.com

ଭାରତ-ବାଙ୍ଗ୍ଲାଦେଶ ସୀମାରେ ମୃଦ୍ୟୁ ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ ୩-୬ (ଓଡ଼ିଆ ପୁଅ) : ଭାରତ-ବାଲାଂଦେଶ ସୀମାରେ ଆଜି ସକାଳେ ମୃଦ୍ୟୁ ଭୂମିକମ୍ପ ଅନୁଭୂତ ହୋଇଥିଲା। ଖବର ଅନୁଯାୟୀ ଏହା ସକାଳ ୭.୧୦ ମିନିଟ୍‌ରେ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୩ ମପାଯାଇଛି। ଏହାର କେନ୍ଦ୍ର ଚେରାପୁଞ୍ଜିଠାରୁ ୮୨ କିଲୋମିଟର ଦୂରରେ ବାଂଲାଦେଶର ଢାକା ନିକଟବର୍ତ୍ତୀ ଥିଲା ବୋଲି ଜଣାପଡିଛି।