Odiapua.com

ଭଲଖବର – ସୁସ୍ଥ ହେଲେ ୩୧ କରୋନା ଆକ୍ରାନ୍ତ – ସବୁ ଯାଜପୁର ଜିଲ୍ଲାରୁ

ଭୁବନେଶ୍ୱର ୧୨-୫ (ଓଡ଼ିଆ ପୁଅ) ରାଜ୍ୟରେ ଆଉ ୩୧ କୋରୋନା ଆକ୍ରାନ୍ତ ସୁସ୍ଥ, ସୁସ୍ଥ ହୋଇଛନ୍ତି। ସମସ୍ତ ରୋଗୀ ଯାଜପୁର ଜିଲ୍ଲାର ସୁସ୍ଥ ହୋଇଛନ୍ତି।
ତେବେ ରାଜ୍ୟରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୧୬କୁ ବୃଦ୍ଧି ପାଇଛି, ଯାଜପୁରର ୬୪ ରୋଗୀଙ୍କ ମଧ୍ୟରୁ ୩୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ କରି ଜଣାଇଛି।