Odiapua.com

୩ ଲାଞ୍ଚୁଆ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର ୨୨-୧୧ (ଓଡ଼ିଆ ପୁଅ) ୩ ଲାଞ୍ଚୁଆ ଜେଇ ନିଲମ୍ବିତ ହୋଇଛନ୍ତି। ସେସୁ ସିଇଓ ଅରୁଣ ବୋଥ୍ରା ସେମାନଙ୍କୁ ନିଳମ୍ବିତ କର୍ବା ପାଇଁ ଆଦେଶ ଦେଇଛନ୍ତି। ସେହି ତିନିଜଣ ଲାଞ୍ଚୁଆ ଅଧିକାରୀମାନେ ହେଲେ ଖୋର୍ଦ୍ଧା ସବଡିଭିଜନ୍ ଜେଇ ଅଭିମନ୍ୟୁ ଜେନା, ଭୁବନେଶ୍ୱର ଭିଏସଏସ୍ ନଗରର ଜେଇ ସୁବ୍ରତ ଦାସ ଏବଂ ଭୁବନେଶ୍ୱର ବରମୁଣ୍ଡା ସବଡିଭିଜନ୍ ଜେଇ ସୁବ୍ରତ ମିଶ୍ର। ସେମାନେ ଲାଞ୍ଚ ନେଇ ପାୱାରକଟ୍ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା।