ତେବେ; ୨୮ କଂଗ୍ରେସୀ କାର୍ଯ୍ୟକର୍ତ୍ତା ୧୧ରେ କରିବେ ଆତ୍ମହତ୍ୟା!

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇ ସାରିଛନ୍ତି।ଏବେ ନୂଆ ଅଧ୍ୟକ୍ଷ ଖୋଜା ଚାଲିଛି।କିନ୍ତୁ ରାହୁଲ ଗାନ୍ଧୀ ତାଙ୍କ ନିଷ୍ପତିର ପୁନଃ ବିଚାର କରନ୍ତୁ, ଏବଂ ଇସ୍ତଫା ଫେରାଇ ନିଅନ୍ତୁ ବୋଲି ଦେଶର ବିଭିନ୍ନ ସ୍ଥାନରୁ କଂଗ୍ରେସୀ କାର୍ଯ୍ୟକର୍ତ୍ତା ଏବଂ ନେତାମାନେ ନିବେଦନ କରୁଛନ୍ତି।ରାହୁଲଙ୍କୁ ସମର୍ଥନ ଜଣାଇ ନିଜେ ଇସ୍ତଫା ଦେଉଛନ୍ତି।କିନ୍ତୁ ରାହୁଲ ଗାନ୍ଧୀ କେହି ଜଣେ ନୂତନ ଅଧ୍ୟକ୍ଷ ହେବା କଥା କହି, ତାଙ୍କ ଜିଦିରେ ସେ ଅଟଳ ଅଛନ୍ତି। ଇଣ୍ଟରନେଟରେ ନିଆଁ … Continue reading ତେବେ; ୨୮ କଂଗ୍ରେସୀ କାର୍ଯ୍ୟକର୍ତ୍ତା ୧୧ରେ କରିବେ ଆତ୍ମହତ୍ୟା!