Odiapua.com

ପ୍ଲାଜ୍‌ମା ଦାନରେ ଓଡିଶା ପୋଲିସର ସଂଖ୍ୟା ୪୦୦

ଭୁବନେଶ୍ୱର ୧୩-୧୦ (ଓଡ଼ିଆ ପୁଅ) ଆଜି ସୁଦ୍ଧା ଓଡିଶା ପୋଲିସରେ କାର୍ଯ୍ୟରତ ୪୦୧ ଜଣ କରୋନା ଯୋଦ୍ଧା କୋଭିଡ୍ କୁ ହରାଇବା ପରେ ପ୍ଲାଜ୍‌ମା ଦାନ କରି ଓଡିଶା ପୋଲିସକୁ ଗୌରାବାନ୍ୱୀତ କରିଛନ୍ତି। ଏହି କରୋନା ଯୋଦ୍ଧା ମାନେ ରାଜ୍ୟର ବିଭିନ୍ନ ପ୍ଲାଜ୍‌ମା ସଂଗ୍ରହ କେଂନ୍ଦ୍ର ଯଥା ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ, ଆଇ ଜି ଏଚ୍, ରାଉରକେଲା, ଭିମ୍‌ସାର, ବୁର୍ଲା ଓ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁର ଓ କ୍ୟପିଟାଲ୍ ହସ୍ପିଟାଲ୍, ଭୁବନେଶ୍ୱର ଠାରେ ବିଭିନ୍ନ ସମୟରେ ପ୍ଲାଜ୍‌ମା ଦାନ କରିଛନ୍ତି।

ନିମ୍ନରେ ବିଭିନ୍ନ ଜିଲ୍ଲା ଓ ପୋଲିସ ପ୍ରତିଷ୍ଠାନରୁ ପ୍ଲାଜ୍‌ମା ଦାନ କରିଥିବା ଯୋଦ୍ଧାଙ୍କ ସବିଶେଷ ତଥ୍ୟ ଦର୍ଶାଯାଇଛି।

(୧) ଓ ଏସ୍ ଏ ପି ପ୍ରଥମ ବାଟାଲିୟନ, ଢେଙ୍କାନାଳ

(୨) ଓ ଏସ୍ ଏ ପି ଦ୍ୱିତୀୟ ବାଟାଲିୟନ, ଝାରସୁଗୁଡା

(୩) ଓ ଏସ୍ ଏ ପି ତୃତୀୟ ବାଟାଲିୟନ, କୋରାପୁଟ

(୪) ଓ ଏସ୍ ଏ ପି ୪ର୍ଥ ବାଟାଲିୟନ, ରାଉରକେଲା

(୫) ଓ ଏସ୍ ଏ ପି ଷଷ୍ଠ ବାଟାଲିୟନ, କଟକ

(୬) ଓ ଏସ୍ ଏ ପି ସପ୍ତମ ବାଟାଲିୟନ, ଭୁବନେଶ୍ଵର

(୭) ଓ ଏସ୍ ଏ ପି ଅଷ୍ଟମ ବାଟାଲିୟନ, ଛତ୍ରପୁର

(୮) ଓ ଏସ୍ ଏ ପି ପ୍ରଥମ ଏସ୍ ଏସ୍ ବାଟାଲିୟନ, ସମ୍ବଲପୁର

(୯) ଓ ଏସ୍ ଏ ପି ତୃତୀୟ ଏସ୍ ଏସ୍ ବାଟାଲିୟନ, ଗଜପତି

(୧୦) ଏସ୍ ଏସ୍ ବାଟାଲିୟନ, ଭୁବନେଶ୍ଵର

(୧୧) ପ୍ରଥମ, ଇଣ୍ତିଆ ରିଜର୍ଭ ବାଟାଲିୟନ, କୋରାପୁଟ

(୧୨) ତୃତୀୟ, ଇଣ୍ତିଆ ରିଜର୍ଭ ବାଟାଲିୟନ, କଳିଙ୍ଗନଗର

(୧୩) ୪ର୍ଥ ଇଣ୍ତିଆ ରିଜର୍ଭ ବାଟାଲିୟନ, ଦେଓଗଡ

(୧୪) ପଞ୍ଚମ ଇଣ୍ତିଆ ରିଜର୍ଭ ବାଟାଲିୟନ, ବୌଦ୍ଧ

(୧୫) ଅଷ୍ଟମ ସ୍ୱତନ୍ତ୍ର ଇଣ୍ତିଆ ରିଜର୍ଭ ବାଟାଲିୟନ, ଭଞ୍ଜନଗର

(୧୬) ବାଲେଶ୍ଵର ଜିଲ୍ଲା

(୧୭) ବ୍ରହ୍ମପୁର ପୋଲିସ ଜିଲ୍ଲା

(୧୮) ଭଦ୍ରକ ଜିଲ୍ଲା

(୧୯) ବଲାଙ୍ଗିର

(୨୦) କଟକ ଜିଲ୍ଲା

(୨୧) ଗଜପତି ଜିଲ୍ଲା

(୨୨) ଗଞ୍ଜାମ ଜିଲ୍ଲା

(୨୩) ଝାରସୁଗୁଡା ଜିଲ୍ଲା

(୨୪) କଳାହାଣ୍ଡି ଜିଲ୍ଲା

(୨୫) କନ୍ଧମାଳ ଜିଲ୍ଲା

(୨୬) ଖୋର୍ଦ୍ଧା ଜିଲ୍ଲା

(୨୭) ମାଲକାନଗିରି ଜିଲ୍ଲା

(୨୮) ନବରଙ୍ଗପୁର ଜିଲ୍ଲା

(୨୯) ନୟାଗଡ ଜିଲ୍ଲା

(୩୦) ନୂଆପଡା ଜିଲ୍ଲା

(୩୧) ପୁରୀ ଜିଲ୍ଲା

(୩୨) ରାୟଗଡା ଜିଲ୍ଲା

(୩୩) ରାଉରକେଲା ପୋଲିସ ଜିଲ୍ଲା

(୩୪) ସୁନ୍ଦରଗଡ ଜିଲ୍ଲା

(୩୫) ପୋଲିସ ଟ୍ରେନିଂ ସ୍କୁଲ, ନୟାଗଡ

(୩୬) ଇଉ ପି ଡି, କଟକ

(୩୭) ଓ ଆଇ ଏସ୍ ଫ, ଭୁବନେଶ୍ଵର

(୩୮) ଏସ୍ ଓ ଜି

(୩୯) ଯାଜପୁର ଜିଲ୍ଳା

(୪୦)କେଉଁଝର୍ ଜିଲ୍ଳା

(୪୧) ସମ୍ବଲପୁର ଜିଲ୍ଲା

(୪୨) ଓ ଏସ୍ ଏ ପି ୪ର୍ଥ ଏସ୍ ଏସ୍ ବାଟାଲିୟନ, ମାଲକାନଗିରି

(୪୩) ଷଷ୍ଠ ଇଣ୍ତିଆ ରିଜର୍ଭ ବାଟାଲିୟନ, ଖୋର୍ଦ୍ଧା

(୪୪) ସି ଆଇ ଡି ସି ବି