Odiapua.com

ପୁଣି ସୁସ୍ଥ ହେଲେ ୨୨୯ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର ୪-୭ (ଓଡ଼ିଆ ପୁଅ)ପୁଣି ରାଜ୍ୟରୁ ଆସିଛି ଭଲ ଖବର। ପୁଣି ସୁସ୍ଥ ହୋଇଛନ୍ତି ୨୨୯ ଜଣ କରୋନା ଆକ୍ରାନ୍ତ।

ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

୯୧ ଜଣ ଗଞ୍ଜାମ ଜିଲ୍ଲାରୁ

୨୯ ଜଣ ଖୋର୍ଦ୍ଧା ଜିଲ୍ଲାରୁ

୨୬ ଜଣ ଗଜପତି ଜିଲ୍ଲାରୁ

୧୫ ଜଣ ଝାରସୁଗୁଡ଼ା ଜିଲ୍ଲାରୁ

୧୨ ଜଣ ବଲାଙ୍ଗୀର ଜିଲ୍ଲାରୁ

୧୧ ଜଣ ଜଗତସିଂହପୁର ଜିଲ୍ଲାରୁ

୧୧ ଜଣ ମୟୁରଭଞ୍ଜ ଜିଲ୍ଲାରୁ

୮ ଜଣ ଯାଜପୁର ଜିଲ୍ଲାରୁ

୬ ଜଣ କେନ୍ଦ୍ରାପଡ଼ା ଜିଲ୍ଲାରୁ

୫ ଜଣ କେନ୍ଦୁଝର ଜିଲ୍ଲାରୁ

୪ ଜଣ ଲେଖାଏଁ କଟକ ଏବଂ ସୁନ୍ଦରଗଡ଼ ଜିଲ୍ଲାରୁ

୩ ଜଣ ଲେଖାଏଁ ଭଦ୍ରକ ଏବଂ ନୟାଗଡ଼ ଜିଲ୍ଲାରୁ

ଜଣେ ବଗଗଡ଼ ଜିଲ୍ଲାରୁ

ମୋଟ ଆରୋଗ୍ୟ ହୋଇଛନ୍ତି ୫୯୩୪ ଜଣ।