Odiapua.com

ରାଜ୍ୟରେ ସୁସ୍ଥ ହେଲେ ୨୨୮ କରୋନା ଆକ୍ରାନ୍ତ – ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

ଭୁବନେଶ୍ୱର ୧୭-୧ (ଓଡ଼ିଆ ପୁଅ) ରାଜ୍ୟରେ ସୁସ୍ଥ ହୋଇଛନ୍ତି ୨୨୮ କରୋନା ଆକ୍ରାନ୍ତ। ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

୩୯ ଜଣ ସୁନ୍ଦରଗଡ଼ ଜିଲ୍ଲାରୁ
୨୩ ଜଣ ଅନୁଗୁଳ ଜିଲ୍ଲାରୁ
୨୦ ଜଣ ଖୋର୍ଦ୍ଦା ଜିଲ୍ଲାରୁ
୧୯ ଜଣ କେନ୍ଦୁଝର ଜିଲ୍ଲାରୁ
୧୬ ଜଣ ବାଲେଶ୍ୱର ଜିଲ୍ଲାରୁ
୧୩ ଜଣ ବରଗଡ଼ ଜିଲ୍ଲାରୁ
୧୨ ଜଣ ଯାଜପୁର ଜିଲ୍ଲାରୁ
୧୦ ଜଣ ଝାରସୁଗୁଡ଼ା ଜିଲ୍ଲାରୁ
୧୦ ଜଣ ନୂଆପଡ଼ା ଜିଲ୍ଲାରୁ
୯ ଜଣ ବଲାଙ୍ଗୀର ଜିଲ୍ଲାରୁ
୮ ଜଣ କଟକ ଜିଲ୍ଲାରୁ
୭ ଜଣ ଗଜପତିଜିଲ୍ଲାରୁ
୫ ଜଣ କେନ୍ଦ୍ରାପଡ଼ା ଜିଲ୍ଲାରୁ
୫ ଜଣ ମୟୁରଭଞ୍ଜ ଜିଲ୍ଲାରୁ
୪ ଜଣ ଦେବଗଡ଼ ଜିଲ୍ଲାରୁ
୪ ଜଣ ପୁରୀ ଜିଲ୍ଲାରୁ
୪ ଜଣ ସୋନପୁର ଜିଲ୍ଲାରୁ
୩ ଜଣ ଭଦ୍ରକ ଜିଲ୍ଲାରୁ
୩ ଜଣ ରାୟଗଡ଼ା ଜିଲ୍ଲାରୁ
୩ ଜଣ ସମ୍ବଲପୁର ଜିଲ୍ଲାରୁ
୨ ଜଣ ବୌଦ୍ଦ ଜିଲ୍ଲାରୁ
୨ ଜଣ ଗଞ୍ଜାମ ଜିଲ୍ଲାରୁ
୧ ଜଣ ଜଗତସିଂହପୁର ଜିଲ୍ଲାରୁ
୧ ଜଣ କୋରାପୁଟ ଜିଲ୍ଲାରୁ
୫ ଜଣ State Pool ରୁ
ତେବେ ମୋଟ ସୁସ୍ଥ ହେଲେଣି ୩୨୯୫୪୬ ଜଣ।